ଆଜିର ଖବର ଆମରଣ ଅନଶନ ଶେଷ କଲେ ମନୋଜ ଜରାଙ୍ଗେ: ସରକାରଙ୍କୁ ଦେଲେ ଦୁଇମାସ ସମୟ ମୁମ୍ବାଇ: ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ତାଙ୍କର ୯ ଦିନର ଆମରଣ ଅନଶନ ସମାପ୍ତ କରିଛନ୍ତି। ଦୁଇ ମାସ ମଧ୍ୟରେ ମରାଠା ସଂରକ୍ଷଣ ସମସ୍ୟାର ସମାଧାନ…