ଆଜିର ଖବର ‘ହନୁମାନ ଭଗବାନ ନୁହଁନ୍ତି’: ‘ଆଦିପୁରୁଷ’ର ସଂଳାପ ଲେଖିଥିବା ମନୋଜ ମୁନ୍ତାଶିରଙ୍କ ବିବାଦୀୟ ବୟାନ ନୂଆଦିଲ୍ଲୀ: ‘ଆଦିପୁରୁଷ’ ନିର୍ଦ୍ଦେଶକ ଓମ ରାଉତ ଏବଂ ସ୍କ୍ରିପ୍ଟ ଲେଖକ ମନୋଜ ମୁନ୍ତାଶିର ଆଜିକାଲି ଲୋକଙ୍କ କ୍ରୋଧର ସମ୍ମୁଖୀନ ହୋଇଛନ୍ତି। ରିଲିଜ୍ ପରେ ଯେତେବେଳେ ‘ଆଦିପୁରୁଷ’ କୁ…