ମନୋଜ ମୁନ୍ତାଶୀର ଶୁକ୍ଲା

ନୂଆଦିଲ୍ଲୀ: ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାଙ୍କୁ ଆହ୍ଲାବାଦ ହାଇକୋର୍ଟ ତାଗିଦ କରିଛନ୍ତି। ଏହି ଚଳଚ୍ଚିତ୍ରଟି ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇଯାଇଛି। ଫିଲ୍ମର ସଂଳାପକୁ ଦର୍ଶକମାନେ ଦୃଢ…