ଆଜିର ଖବର ନବରଙ୍ଗପୁର ଜିଲ୍ଲା ଗସ୍ତରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଭୁବନେଶ୍ଵର: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ବିଧାୟକ ମନୋହର ରନ୍ଧାରୀଙ୍କ ଅଧ୍ୟକ୍ଷତାରେ ଅନ୍ୟ ୫ ଜଣ କମିଟି ସଦସ୍ୟ ବିଧାୟକ ଗୌରୀ ଶଙ୍କର…