ଆଜିର ଖବର ଜନଗଣର ନେତା ବୀରେନ୍ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ଭୁବନେଶ୍ୱର: ଜନଗଣର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଜଣେ ରାଜନୈତିକ ନେତା ଓ ସମାଜ-ସଂସ୍କାରକ ଥିଲେ । ବାଲ୍ୟକାଳରୁ ତାଙ୍କ ମଧ୍ୟରେ ସାନବଡ଼ର ଭେଦଭାବ ନଥିଲା…