ଆଜିର ଖବର ଗ୍ରାଉଣ୍ଡ ଜିରୋରେ ଆଣ୍ଠୁଏ ପାଣିରେ ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଗଜପତି: ଅର୍ଣ୍ଣବ ବାତ୍ୟାର ପ୍ରକୋପରେ ସମଗ୍ର ଗଜପତି ଜିଲ୍ଲାର ଜନଜୀବନ ସମ୍ପୂର୍ଣ୍ଣ ରୂପେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପ୍ରଶାସନିକ ତତ୍ପରତା ଓ ଜନପ୍ରତିନିଧିଙ୍କ ଗସ୍ତ ଲୋକମାନଙ୍କ ମଧ୍ୟରେ…