ଆଜିର ଖବର ମା’ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାବ୍ରତ, ଲଳିତା ସପ୍ତମୀ ପର୍ବ ଓ ମା’ଙ୍କ ନୌବିହାର: ଲଗ୍ନ ସ୍ଥିର କଲେ ମନ୍ଦିରଗଣକ ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରରେ ପାଳିତ ପର୍ବପର୍ବାଣୀ ଓ ଷାବ୍ରତକୁ ସମଗ୍ର ଜିଲ୍ଲାର ପ୍ରତି ଘରେ…