ଆଜିର ଖବର ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ବାଣପୁର: ଆଜି ବାଣପୁର ବ୍ଲକ ପରିସରରେ ଓଡ଼ିଶାର ଅନନ୍ୟ ଶକ୍ତିପୀଠ ତଥା ବାଣପୁରବାସୀଙ୍କ ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରର ଉନ୍ନତିକରଣ, ସୌନ୍ଦର୍ଯ୍ୟୀକରଣ ଏବଂ ଚତୁଃପାର୍ଶ୍ୱର ସାମଗ୍ରିକ…