ମନ ମୋର କାଗଜ ଗୁଡି

ଭୁବନେଶ୍ବର, ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପୁରା ଓଡିଆ ଚଳଚିତ୍ର ଠପ ହୋଇଯାଇଛି। ଏପରି ପରିସ୍ଥିତିରେ ଏକ ଚଳଚିତ୍ରର ଶୁଭ ମହୁରତ ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ।…