ଆଜିର ଖବର ନବୀନଙ୍କୁ ସାକ୍ଷାତ କଲେ ମମତା ବାନାର୍ଜୀ, ଉପହାର ଦେଲେ ଛେନାପୋଡ ଭୁବନେଶ୍ବର: ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଅବସରରେ ମମତା ନବୀନଙ୍କୁ ଏକ ସାଲ…