ଆଜିର ଖବର ଋଷଭ ପନ୍ତ କାର ଦୁର୍ଘଟଣା: ଟ୍ୱିଟ କରି ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତଙ୍କ କାର ଉତ୍ତରାଖଣ୍ଡର ରୁଡକି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ପନ୍ତ ଆହତ ହୋଇଥିଲେ। ଏହି ଖବର ଆସିବା ପରଠାରୁ ଘଟଣା ସହ…