ମଲ୍ଟିପୁଲ ମାଇଲୋମା

ନୂଆଦିଲ୍ଲୀ: ଇସ୍ରାଏଲର ଜେରୁଜେଲମରେ ଅବସ୍ଥିତ ହଦସାହ-ୟୁନିଭରସିଟି ମେଡିକାଲ ସେଣ୍ଟରର ଡାକ୍ତରୀ ବିଶେଷଜ୍ଞମାନେ ଘୋଷଣା କରିଛନ୍ତି ଯେ, ସେମାନେ କର୍କଟ ଚିକିତ୍ସାରେ ୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି।…