ଅନ୍ତରାଷ୍ଟ୍ରୀୟ ପାକ୍ ମସଜିଦ୍ରେ ଆତ୍ମଘାତୀ ବିସ୍ଫୋରଣ: ୨୭ ମୃତ, ୭୦ରୁ ଊର୍ଦ୍ଧ୍ୱ ଆହତ ଇସଲମାବାଦ: ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ସୀମାନ୍ତରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଯାଇଛି। ପୁଲିସ ମୁଖ୍ୟାଳୟ ପରିସରସ୍ଥିତ ମସଜିଦ୍ରେ ନମାଜ ବେଳେ ଏକ ଶକ୍ତିଶାଳୀ ଆତ୍ମଘାତୀ କାର୍…