ବିଶେଷ ଖବର ରଜରେ କଣ ପାଇଁ ସମସ୍ତେ ପାନ ଖାଇଥାନ୍ତି, ଜାଣନ୍ତୁ ଏହା ପଛର ରହସ୍ୟ ଭୁବନେଶ୍ବର, ରଜ ହେଉଛି ଓଡିଶାର ଏକ ଗଣପର୍ବ। ଏହି ପର୍ବ ସମୟରେ ଗାଁଗଣ୍ଡା ଉଛୁଳି ପଡେ। ବିଶେଷ କରି ଝିଅମାନଙ୍କର ଏହି ପର୍ବ ବେଶ ଆନନ୍ଦ ଦାୟକ।…