ଆଜିର ଖବର ଦେଶର ମହକାଶ କାର୍ଯ୍ୟକ୍ରମର ୧୧ ବର୍ଷର ପରିବର୍ତ୍ତନମୂଳକ ଯାତ୍ରା ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଗତ ୧୧ ବର୍ଷ ମଧ୍ୟରେ ଭାରତର ମହାକାଶ କାର୍ଯ୍ୟକ୍ରମର ପରିବର୍ତ୍ତନମୂଳକ ଯାତ୍ରାକୁ ପ୍ରତିଫଳିତ କରୁଥିବା ଏକ ଲେଖା ଶେୟାର କରିଛନ୍ତି।…