ବିଶେଷ ଖବର ମହମ୍ମଦ ଆକବର ଲୋନ, ୩୭୦ ଏବଂ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ…ସୁପ୍ରିମକୋର୍ଟ ଶୁଣାଣିରେ କ’ଣ ରହିଛି ଏହି ନୂଆ ଦିଗ? ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। କୋର୍ଟରେ ପହଞ୍ଚିଥିବା ଆବେଦନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହମ୍ମଦ ଆକବର ଲୋନ।…