ଜାତୀୟ ଖବର ଦ୍ୱିତୀୟ ଥର ପାଇଁ ଏନସିପି ସାଂସଦ ସଦସ୍ୟତା ହେଲା ରଦ୍ଦ: ବିଜ୍ଞପ୍ତି ଜାରି କଲା ଲୋକସଭା ସଚିବାଳୟ ନୂଆଦିଲ୍ଲୀ: ଏନସିପି ନେତା ତଥା ଲକ୍ଷଦୀପ ସାଂସଦ ମହମ୍ମଦ ଫୈଜଲଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କୁ ଦ୍ୱିତୀୟ ଥର ପାଇଁ ଅଯୋଗ୍ୟ କରାଯାଇଛି ଏବଂ ଲୋକସଭାର…