ଅପରାଧ କବି ମୁନୱାର ରାଣାଙ୍କ ଗିରଫଦାରୀକୁ ହାଇକୋର୍ଟଙ୍କ ନାଁ: ତାଲିବାନ ସହ ମହର୍ଷି ବାଲ୍ମୀକିଙ୍କୁ କରିଥିଲେ ତୁଳନା ନୂଆଦିଲ୍ଲୀ: କବି ମୁନୱାର ରାଣାଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ସୁରକ୍ଷା ମିଳିନାହିଁ। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ମୁନାୱାରଙ୍କ ଗିରଫଦାରୀକୁ ମନା କରିଦେଇଛନ୍ତି। ମହର୍ଷି ବାଲ୍ମୀକିଙ୍କୁ ତାଲିବାନ ସହିତ…