ଆଜିର ଖବର ଆଜି ମଣ୍ଡପରେ ମା ଦୁର୍ଗାଙ୍କ ମହାଅଷ୍ଠମୀ, ମହିଳା ଭକ୍ତଙ୍କର ପ୍ରବଳ ଭିଡ ଭୁବନେଶ୍ବର: ଆଜି ହେଉଛି ମଣ୍ଡପରେ ମହାଅଷ୍ଠମୀ ପୂଜା। ଏହିଦିନ ମହିଳାମାନେ ଅଷ୍ଟମୀ ବ୍ରତ ପାଳନ କରିଥାନ୍ତି। ସେଥିପାଇଁ ଆଜି ସକାଳୁ ବିଭିନ୍ନ ପୂଜାମଣ୍ଡପରେ ଗହଳି ଲାଗି ରହିଛି।…