ଆଜିର ଖବର ଇଓଏସ୍-୦୬ ଉପଗ୍ରହ ଉଠାଇଥିବା ଚମତ୍କାର ଚିତ୍ରକୁ ସେୟାର କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଉତକ୍ଷେପଣ ହୋଇଥିବା ଇଓଏସ୍-୦୬ ଉପଗ୍ରହର ଚିତ୍ରକୁ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ ପ୍ରଯୁକ୍ତିବିଦ୍ୟା ଜଗତରେ…