ଆଜିର ଖବର ରାଜ୍ୟ ସରକାରଙ୍କ ବଡ ଘୋଷଣା: ଏମସିଏଲର ମିଳିତ ଭାଗୀଦାରୀରେ ଚାଲିବ ତାଳଚେର ମେଡିକାଲ କଲେଜ ଭୁବନେଶ୍ଵର: ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ତାଳଚେର ମେଡିକାଲ କଲେଜକୁ ଚାଲୁ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାର…