ଆଜିର ଖବର ମହାନଦୀ ଜଳ ବିବାଦ ନେଇ ହାଙ୍ଗାମା, ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ ମୁଲତବି ଭୁବନେଶ୍ବର: ଆଜି ବିଧାନସଭାରେ ମହାନଦୀ ଜଳ ବିବାଦ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ, ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ…