ଆଜିର ଖବର ଏଣିକି ମହାନଦୀ ପଠାରେ ହୋଇପାରିବ ନାହିଁ କୌଣସି ପିକ୍ନିକ୍ କଟକ: କଟକ ମହାନଗର ନଦୀ ପ୍ରଦୂଷଣ ରୋକିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ଏଣିକି ମହାନଦୀ ପଠାରେ କୌଣସି ପିକ୍ନିକ୍ ହୋଇପାରିବ…