ଆଜିର ଖବର ନଭେମ୍ବର ୨ରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ପଦକ୍ଷେପ ପୁରୀ: ଆସନ୍ତା ନଭେମ୍ବର ୨ ତାରିଖରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ ଆରମ୍ଭ ହେବାକୁ ଯାଉଛି। ପଞ୍ଚୁକରେ ମହାପ୍ରଭୁଙ୍କର କେତେକ ସ୍ୱତନ୍ତ୍ର ବେଶ ଓ ନୀତିକାନ୍ତି ଅନୁଷ୍ଠିତ ହେବାକୁ…