ଆଜିର ଖବର ୪୫୦ ଦିନରେ ପ୍ରତାପ ସାହୁଙ୍କ କରୋନା ସେବା: ଲୋକଙ୍କୁ ମାଗଣରେ ଯୋଗାଉଛନ୍ତି ଶୁଖିଲା ଏବଂ ରନ୍ଧା ଖାଦ୍ୟ ଭୁବନେଶ୍ୱର: ମହାମାରୀ କରୋନାର ପ୍ରଥମ ଲହର ପରେ ବର୍ତ୍ତମାନ ଦ୍ୱିତୀୟ ଲହର ସାରା ରାଜ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ବିଶେଷକରି କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ…