ଆଞ୍ଚଳିକ ଜଗନ୍ନାଥ ସେନା ତରଫରୁ ମହାରଣା ସେବକଙ୍କୁ ସମ୍ବର୍ଦ୍ଧିତ ରଣପୁର: ଆଜି ସନ୍ଧ୍ୟା ୬ ଘଟିକା ସମୟରେ ରଣପୁର ଜଗନ୍ନାଥ ସେନା ତରଫରୁ ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ରଥକାର୍ଯ୍ୟରେ କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ…