ଆଜିର ଖବର ମହାରାଷ୍ଟ୍ର ଟ୍ରେନ ଯାତ୍ରୀଙ୍କ ପାଇଁ ନେଗେଟିଭ ଆରଟିପିସିଆର (RT-PCR) ରିପୋର୍ଟ ବାଧ୍ୟତାମୂଳକ ଭୁବନେଶ୍ବର, ଯେ କୌଣସି ମାଧ୍ୟମରେ ମହାରାଷ୍ଟ୍ର ରାଜ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଏକ ନେଗେଟିଭ ଆରଟିପିସିଆର (RT-PCR) ପରୀକ୍ଷା ରିପୋର୍ଟ ବହନ କରିବାକୁ ପଡିବ। ମହାରାଷ୍ଟ୍ରରେ ପ୍ରବେଶ…