ଆଜିର ଖବର ଆଜି ଚୈତ୍ର ପର୍ବର ୨ୟ ମଙ୍ଗଳବାର: ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ତାରାତାରିଣୀ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ପର୍ବର ୨ୟ ମଙ୍ଗଳବାରରେ ଭକ୍ତଙ୍କ ଭିଡ଼ ଜମି ରହିଛି। ଆଜି ରାତ୍ର ପ୍ରାୟ୧.୩୫ ମିନଟରୁ ଦ୍ଵାର ଫିଟା…