ଖେଳ ବର୍ତ୍ତମାନ ଆରମ୍ଭ ହେବ ଟି-20 ବିଶ୍ୱକପର ମହାସମର, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୂଆଦିଲ୍ଲୀ: ଆଇପିଏଲ୍ 2021 ସମାପ୍ତ ହୋଇଯାଇଥିଲେ ମଧ୍ୟ ୟୁଏଇ ଏବଂ ଓମାନରେ କ୍ରିକେଟ୍ ର ଉତ୍ସାହ ଅକ୍ଷୁର୍ଣ୍ଣ ରହିବ। ବର୍ତ୍ତମାନ ବିଶ୍ୱରେ ଟି-20 ସର୍ବୋଚ୍ଚ ଯୁଦ୍ଧ ଆରମ୍ଭ…