ଆଜିର ଖବର ଶ୍ରୀମନ୍ଦିରରେ ସେବାୟତଙ୍କ ରକ୍ତ ଛିଟା: ଶ୍ରୀଜିଉଙ୍କ ହେଲା ବଡ଼ ମହାସ୍ନାନ ନୀତି ପୁରୀ: ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଅଛି। ଅବକାଶ ପୂଜା ଶେଷ ହେବା ପରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ସେବାୟତଙ୍କ…