ଆଜିର ଖବର ସର୍ବ ଭାରତୀୟ ପୋଲିସ ମହା ନିର୍ଦ୍ଦେଶକ/ମହା ନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଓ ୨୨ ଜାନୁଆରୀରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୫୭ତମ ସର୍ବଭାରତୀୟ ପୋଲିସ ମହା ନିର୍ଦ୍ଦେଶକ/ମହା ନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଇଛନ୍ତି।…