ଆଜିର ଖବର ବସ୍ ଚକା ତଳେ ପଡି ମହିଳାଙ୍କ ପ୍ରାଣହାନୀ (କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ମର୍ମନ୍ତୁଦ ଦୁର୍ଘଟଣାର ସମୁଖୀନ ହୋଇ କମଳା ଡାକୁଆ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଗାଙ୍ଗପୁର ଥାନା ଅଞ୍ଚଳର ମହିଳା ଜଣକ…