ଆଜିର ଖବର ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ଵର: ମହିଳା ଓ ଶିଶୁ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଭଉଣୀମାନଙ୍କ ସହ ଆଭାସି ଜରିଆରେ ବାର୍ତ୍ତାଳାପ କରିଛନ୍ତି। ଶ୍ରୀମତୀ ପରିଡା ସୁଭଦ୍ରା…