Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ପ୍ରଦେଶ ମହିଳା କଂଗ୍ରେସର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ପ୍ରଦେଶ ମହିଳା କଂଗ୍ରେସର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।

ଉପ ସଭାନେତ୍ରୀ –

ସଂଗୀତା ସିଂଦେଓ, ପ୍ରଣତୀ ମିଶ୍ର, ଦେବସ୍ମିତା ସାମଲ, ଜ୍ୟୋତିର୍ମୟୀ ବାଗ, ଜବାମଣି ଟୁଡୁ, ଶୋଭାମୟୀ ସିଂ

ସାଧାରଣ ସଂପାଦିକା –

ସ୍ନେହଲତା ଚୌଧୁରୀ, ସିଲି ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ମୋନାଲିସା ଦାସ, ଅମିତାବାଳା ଆଚାର୍ଯ୍ୟ, ନମିତା ମାଝୀ, ସୁପ୍ରଭା ବରାଇ, ସୁକାନ୍ତି ସରାଫ, ମହେନ୍ଦ୍ରୀ ସାହୁ, ରିତାଶ୍ରୀ ମହାନ୍ତି, ସ୍ନେହଲତା ମହାପାତ୍ର, ବାସନ୍ତୀ ସାମଲ, ମିନତି ନାୟକ, ନିଳିମା ଅଗ୍ରୱାଲା, ମାଧବୀ ସେନାପତି

ସମ୍ପାଦିକା-

ଲିପ୍ସାଚାନ୍ଦ ପଲାଇ, କିରଣବାଳା ମହାନ୍ତି, ସ୍ୱର୍ଣ୍ଣଲତା ବାନରା, ଗୋରେତି ଖେସ, ସୁଦିପ୍ତା ଦାସ, ଗୌରୀ ଦାସ, ଲତା ନାୟକ, ନଳିନୀ ଜାଲ, ମଞ୍ଜୁଲତା ମିଶ୍ର, ପଦ୍ମାବତି ମାଣ୍ଡାଗି, ସୁନିତା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ, ଦିପ୍ତିରାଣୀ ପ୍ରଧାନ, କବିତା ପ୍ରିୟ ଦର୍ଶିନୀ ଦାଶ, ବିଦୁଲତା ଅଚାର୍ଯ୍ୟ, ଇତିଶ୍ରୀ ମିଶ୍ର, ମିତାରାଣି ମଲ୍ଲିକ, ସୁନିତା ଲାକ୍ରା, ସୁନିତା ବାଗ, ସରସ୍ୱତୀ ସାହୁ, କଳ୍ପନା ପଣ୍ଡା

ଜିଲ୍ଲା କଂଗ୍ରେସ ସଭାପତି-

ଅନୁଗୁଳ-ସବିତା ଧୀର, ବଲାଙ୍ଗିର- ମିର୍ଲାନୀ ସାହୁ, ବାଲେଶ୍ୱର- ପ୍ରଜ୍ଞା ପରମିତା ମହାନ୍ତି, ବରଗଡ଼-ମୌସୁମୀ ସାହୁ, ଭଦ୍ରକ- ସବିତା ଚାନ୍ଦ, ଭୁବନେଶ୍ୱର- ଗିତାଞ୍ଜଳି ମହାନ୍ତି, ବୌଦ୍ଧ- କବିତା ମହାକୁଡ, କଟକ- ଅମ୍ରିତା ସିଂ, କଟକନଗର- କଳ୍ପନା ସେନ, ଦେଓଗଡ଼- ଲିତା ଆଚାର୍ଯ୍ୟ, ଢ଼େଙ୍କାନାଳ- ସ୍ମିତାରାଣୀ ସାମଲ, ଗଜପତି- ସସ୍ମିତା ନାୟକ, ଗଞ୍ଜାମ ପୂର୍ବ- ବନଜା ପଣ୍ଡା, ଗଞ୍ଜାମ ପଶ୍ଚିମ- ସ୍ୱରୂପା ତ୍ରିପାଠୀ, ଜଗତସିଂହପୁର- ପ୍ରିୟମମ୍ବଦା ପାଣି, ଝାରସୁଗୁଡ଼ା- ଡଲି କାନ୍ଦୁଲାନା, ଯାଜପୁର- ଆରତି ଦେଓ, କଳାହାଣ୍ଡି- ମାର୍ଜିନା ପ୍ରଧାନ, କେନ୍ଦୁଝର- ପ୍ରବୀଣା ଦଣ୍ଡାପାଟ, କନ୍ଧମାଳ- ରୁଦା ମଲ୍ଲିକ, କେନ୍ଦ୍ରାପଡ଼ା- ଜିନତ ପ୍ରିୟଦର୍ଶିନୀ ରାଉତ, ଖୋର୍ଦ୍ଧା- ଝୁନା କୁମାରୀ ପଟ୍ଟନାୟକ, କୋରାପୁଟ- ନଳିନୀ ରଥ, ମାଲକାନଗିରି- ପୁଷ୍ପା ପୋଡ଼ିଆମି, ମୟୁରଭଞ୍ଜ ପଶ୍ଚିମ- ନିଳିମା ପ୍ରିୟଦର୍ଶିନୀ ସୋରେନ, ମୟୁରଭଞ୍ଜ ପୂର୍ବ- ସୁସ୍ମିତା ଘୋଷାଲ, ନବରଙ୍ଗପୁର- ଗିତାରାଣି ସମ୍ରତ, ନୟାଗଡ଼- ସସ୍ମିତା କୁମାର ଦାଦ, ନୂଆପଡ଼- ସୀମା କୁମ୍ଭାର, ପୁରୀ- ନିରୁପମା ପାତ୍ର, ରାୟଗଡ଼ା-ଅମ୍ବିକା ମାଝୀ, ରାଉରକେଲା- ଗୀତା ସିଂ, ସମ୍ବଲପୁର-ବିଜୟଲକ୍ଷ୍ମୀ ବେହେରା, ସୁବର୍ଣ୍ଣପୁର- ଭବାନୀ ଦୀପ, ସୁନ୍ଦରଗଡ଼- ସରୋଜିନୀ ବାକ୍ରା ।

କାର୍ଯ୍ୟନିର୍ବାହୀ ସଦସ୍ୟା-

ପ୍ରତିମା କର, ରଞ୍ଜିତା ରାଉତ, କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ସୁବାସିନୀ ମହାକୁଡ଼, ରୁପାଦିପ୍ତା ମହାପାତ୍ର, ପ୍ରଭାତି ମିଶ୍ର, ମନଜାମଞ୍ଜରୀ ଦେବୀ, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ଉର୍ବସୀ ମିଶ୍ର, ଅର୍ଚ୍ଚନା ନନ୍ଦି, ସୁଲୋଚନା ନାୟକ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶିଳ୍ପିଶ୍ରୀ ହରିଚନ୍ଦନ, ନିରୁପମା ଦାସ, କନକଲତା ମଲ୍ଲିକ, ରିନା ସ୍ୱାଇଁ, ଅର୍ଣ୍ଣପୂର୍ଣ୍ଣା ସାହୁ, ସୁଜ୍ଞାନି ପଟ୍ଟନାୟକ, ଏମଏ ପରୱିନ, ଅମିତା ବିଶ୍ୱାଳ, ରଞ୍ଜିତା ଜୋଶୀ, ମୁନି ଥାପା, ମୋତି କୈବର୍ତ, ବିନ୍ଧ୍ୟାବିନୀ ସାହୁ, ସୁର୍ଯ୍ୟକାନ୍ତି ବାଗ, ହାରାବତୀ ଗଣ୍ଡ, ଆରତୀ ସ୍ୱାଇଁ, ଶ୍ରିୟା ମହାନ୍ତି, ମଧୁସ୍ମିତା ପରିଡ଼ା, ନିଲକମଲ ସେଠୀ, ବିଳାସିନୀ ନାୟକ, ବିଶ୍ୱକଲ୍ୟାଣୀ କର, ଜୟଶ୍ରୀ ପାତ୍ର, ସୁର୍ଯ୍ୟକାନ୍ତି ବାଗ, ରଞ୍ଜିତା ହେମ୍ବ୍ରମ,

ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା-

ସୁଶିଳା ତିରିଆ, ସରସ୍ୱତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଅଜୟନ୍ତୀ ପ୍ରଧାନ, ରତ୍ନମଣି ଉଲ୍ଲାକା, ବନ୍ଦିତା ପରିଡ଼ା, ରଶ୍ମି ମହାପାତ୍ର, ପ୍ରତିମା ମଲ୍ଲିକ, ନଳିନୀ ବେହେରା, ସ୍ୱାଗତିକା ପଟ୍ଟନାୟକ, ମଧୁସ୍ମିତା ସେଠୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମିନାକ୍ଷୀ ବାହିନୀପତି ହେଲେ ଓଡିଶା ମହିଳା କଂଗ୍ରେସର ସଭାନେତ୍ରୀ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନୀପତି ଓଡିଶା ମହିଳା କଂଗ୍ରେସର ସଭାନେତ୍ରୀ। ଏ ନେଇ ଆଜି ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ କଂଗ୍ରେସ ସଭାପତି ସ୍ବୀକୃତ ପ୍ରଦାନ କରିଛନ୍ତି ବୋଲି ଉଲ୍ଲେଖ ରହିଛି।

ମିନାକ୍ଷୀ ବାହିନୀପତି ହେଉଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଧର୍ମପତ୍ନୀ। ସେ ପୁର୍ବରୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଥିଲେ। ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଛାମୁଆ ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ମିନାକ୍ଷୀଙ୍କ ନେତୃତ୍ବରେ ରାଜ୍ୟରେ ମହିଳା କଂଗ୍ରେସ ବେଶ ଭଲ କରିବ ବୋଲି ଦଳ ଆଶା କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଜିଲ୍ଲା ସଭାନେତ୍ରୀଙ୍କ ନାମ ଘୋଷଣା, ଜାଣନ୍ତୁ ସେମାନଙ୍କ ନାମ

ଭୁବନେଶ୍ୱର: ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବାପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଅଖିଳ ଭାରତ ମହିଳା କଂଗ୍ରେସ କମିଟି କାର୍ଯ୍ୟବାହୀ ସଭାନେତ୍ରୀ ସୁଶ୍ରୀ ନେତା ଡି. ସୌଜା ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତା ଏବଂ ୩୩ ସାଂଗଠନିକ ଜିଲ୍ଲା ସଭାନେତ୍ରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଏହି କମିଟିରେ ୭୦ ଜଣ ମହିଳା ବିଭିନ୍ନ ପଦଦପବୀରେ ସ୍ଥାନ ପାଇଥିବା ବେଳେ ୨୨ ଜଣଙ୍କୁ କାର୍ଯ୍ୟକାରୀଣି ସଭ୍ୟ ଭାବେ ଏବଂ ୧୫ ଜଣଙ୍କ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ରଖିଛନ୍ତି । ଶ୍ରୀମତୀ ନିର୍ମଳା ମଲ୍ଲିକ କୋଷାଧ୍ୟକ୍ଷ ଭାବେ ରହିଥିବା ବେଳେ ମୋତି କୈବର୍ତ, ଆଇସା ବାନୁ, କୁସୁମ ପ୍ରଧାନ, ସ୍ଵରୂପା ତ୍ରିପାଠୀ, କନକଲତା ମଲ୍ଲିକ, ଚୌଧୁରୀ ସ୍ନେହଲତା ରାୟ, ଚାରୁଲତା ସାହୁ, ନିରୁପମା ଦାସ, ସବିତା ଧିର, ରୁପାଦିପ୍ତ ମହାପାତ୍ର ପ୍ରମୁଖ ୧୦ ଜଣଙ୍କୁ ଉପସଭାପତି ଭାବେ ନିଆଯାଇଛି ।

ସେହିପରି ଶ୍ରୀୟା ସମ୍ବେଦନା, ସବିତା ଆପଟ, ରୀନା ସ୍ଵାଇଁ, ଏମ୍ ଏ ପରବିନ୍, ମୁନି ଥାପା, ସରୋଜିନୀ ବାଙ୍କ୍ରା, ବୈତାଳୀ ପଟ୍ଟନାୟକ, ବିଶ୍ଵକଲ୍ୟାଣୀ କର, ଅନ୍ନପୂର୍ଣ୍ଣା ସାହୁ, ଏଲ୍‌ ମାଣିକ ପ୍ରଭା ଓ ଦୀପ୍ତିରାଣୀ ପ୍ରଧାନ ପ୍ରମୁଖ ୧୧ ଜଣଙ୍କୁ ସାଧାରଣ ସଂପାଦିକା ଭାବେ ଦାୟୀତ୍ବ ଦିଆଯାଇଥିବା ବେଳେ ସୁନନ୍ଦା ସାହୁ, ବୈଶାଳୀ ବେହେରା, କିରଣବାଳା ମହାନ୍ତି, ହେଲେନା ବାଘେ, ସୁଜ୍ଞାନୀ ପଟ୍ଟନାୟକ, କଲ୍ୟାଣୀ ପୃଷ୍ଟି, କୁନି ହରିଚନ୍ଦନ, ମାଣିକ ସୁନା, ସାଇବାଣି କହଁର, ସ୍ଵର୍ଷଲତା ବାନାରା, ଶ୍ରୀୟାସ୍ମିତା ପଣ୍ଡା, ଅନିତା ମଲ୍ଲିକ, ମୋନାଲିସା ଦାସ, ଆସା ମିଞ୍ଜ୍, ଫିଲିସିଟା ଚେରୁଆ, ରାଧା ବରୁଆ, ଅନ୍ନପୂର୍ଣ୍ଣା ଦାସ, ମମତା ନାୟକ, ଗାୟତ୍ରୀ ଶର୍ମା, ରୂପାଲି ଭୋଇ, ଶ୍ରଦ୍ଧାଞ୍ଜଳି ଚୈତନ୍ୟ, ଦେବେ ମାଢ଼ୀ, ଗୀତାରାଣୀ ସାମନ୍ତ, ମମତା ମହାପାତ୍ର, ସଂଯୁକ୍ତା ମହାପାତ୍ର, ରେଣୁବାଳା ରାଉତ, ସରିତା ରଥ, ବିନ୍ଧାବିନୀ ସାହୁ, ରଞ୍ଜିତା ହେମ୍ବ୍ରମ, ଅନିତା ନାୟକ, ଇସ୍ରତ ଜବାର, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ସିଲି ସେଠୀ, ଉର୍ବଶୀ ମିଶ୍ର, ବିଷ୍ଣୁପ୍ରିୟା ଚାନ୍ଦ, ଶୁଭଦ୍ରା ମିଶ୍ର, ଲତା ନାୟକ, ଅଙ୍ଗରି ବେଗମ୍, ସରସ୍ଵତୀ ପାତ୍ର, ବିଦ୍ୟୁତଲତା ଆଚାର୍ଯ୍ୟ, ମଂଜୁଲତା ବାରିକ, ବନ୍ଦିତା ପଟ୍ଟନାୟକ, କାଜଲ ସାହୁ, ସ୍ନେହଲତା ନାଗ, ସୁପ୍ରଭା ଦାସ, ପ୍ରିୟମ୍ବଦା ସ୍ବାଇଁ, ଲିଜାରାଣୀ ରାଉତ ପ୍ରମୁଖ ୪୮ ଜଣଙ୍କୁ ସଂପାଦିକା ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି ।

ଏହି କମିଟିରେ କାର୍ଯ୍ୟକାରିଣୀ ସଭ୍ୟl ଭାବେ ପ୍ରତିମା କର, ନଳିନୀପ୍ରଭା ଉଦ୍‌ଗାତା, ସ୍ବାତୀ ଦାସ, ଶତାବ୍ଦୀ ସୂର୍ଯ୍ୟକାନ୍ତି, ଶୋଭାରାଣୀ ଦାସ, ଦେବୀଦାସୀ ମହାତି, ମଧୁସ୍ମିତା ସେଠୀ, ଆରତୀ ସ୍ବାଇଁ, ଶୁଭଶ୍ରୀ ପଣ୍ଡା, ପ୍ରଭାବତି ପଟ୍ଟନାୟକ, ରଞ୍ଜିତା ରାଉତ, ରଶ୍ମି ମହାପାତ୍ର, ବିଣାପାଣି ସାମଲ, ସଂଗିତା ସିଂ, ଶୁଭାସୀନ ମହାକୁଡ଼, ପ୍ରଭାତି ମିଶ୍ର, ମମତା ମଞ୍ଜରି ଦେବୀ, ପ୍ରତିମା ମଲ୍ଲିକ, ଅର୍ଚ୍ଚନା ନନ୍ଦୀ, ଲଳିତା ସାହୁ, ସୁଲୋଚନା ନାୟକ, ମମତା କୁଣ୍ଡୁ ପ୍ରମୁଖ ୨୨ ଜଣଙ୍କୁ ନିଆଯାଇଥିବା ବେଳେ ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟା ଭାବେ ଯେଉଁ ୧୫ ଜଣଙ୍କୁ ନିଆଯାଇଛି ସେମାନେ ହେଲେ ଜୟନ୍ତୀ ପଟ୍ଟନାୟକ, ସୁଶିଳା ତିରିଆ, ଉମାରାଣି ପାତ୍ର, ସରସ୍ଵତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ପରମା ପୂଜାରୀ, ସସ୍ମିତା ବେହେରା, ସାବିତ୍ରୀ ଚୌଧୁରୀ, ମଞ୍ଜୁ ମହାନ୍ତି, କିରଣ ପଣ୍ଡା, ଅଜୟନ୍ତୀ ପ୍ରଧାନ, ରତ୍ନମଣୀ ଉଲ୍ଲାକା,ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଣତୀ ମିଶ୍ର ଓ ସ୍ଵାଧୀନବାଳା ଦାସ।

ଅନୁରୂପ ଭାବେ ନିତା ଡି. ସୌଜା ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ସେମାନଙ୍କ ନାମ ନିମ୍ନରେ ପ୍ରଦତ କରାଗଲା । ଅନୁଗୁଳ – ତପସ୍ବିନୀ ବିଶ୍ବାଳ, ଅନୁଗୁଳ ସହର- କଶିଦ ବିବି, ବାଲେଶ୍ବର- ପ୍ରଜ୍ଞା ପରମିତା ମହାନ୍ତି, ବଲାଙ୍ଗୀର – ମିଲନି ସାହୁ, ବରଗଡ଼ – ପିକେଶ୍ଵର ଛତର, ଭଦ୍ରକ – ସବିତା ଚାନ୍ଦ, ଭୁବନେଶ୍ବର- ଗୀତାଞ୍ଜଳି ମହାନ୍ତି, ବୌଦ୍ଧ-କବିତା ମହାକୁଡ଼, କଟକ ସହର- ଶୈଳବାଳା ଜେନା, କଟକ- ଶୋଭାମୟୀ ସିଂ, ଢେଙ୍କାନାଳ- ମମତାଞ୍ଜଳି ବେହେରା, ଦେଓଗଡ଼ ମଞ୍ଜୁଲତା ନାୟକ, ଗଜପତି – ସସ୍ମିତା ରାଇକା, ଗଞ୍ଜାମ- ବନଜା ପଣ୍ଡା, ଯାଜପୁର- ରିତାଶ୍ରୀ ମହାନ୍ତି, ଜଗତସିଂହପୁର- ସୁଚିତ୍ରା ବେଉରା, ଝାରସୁଗୁଡ଼ା- ପ୍ରଦୀପ୍ତl ପାତ୍ର, କନ୍ଧମାଳ-ରୁଦା ମଲ୍ଲିକ, କୋରାପୁଟ- ନଳିନୀ ରଥ, କଳାହାଣ୍ଡି-ମାହେନନ୍ଦ୍ରୀ ସାହୁ, କେନ୍ଦ୍ରାପଡ଼ା- ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା- ଜ୍ୟୋର୍ତିମୟୀ ଛୋଟରାୟ, ମୟୁରଭଞ୍ଜ- ସୁସ୍ମିତା ଘୋଷାଲ, ନୟାଗଡ଼– ପ୍ରତିମା ଜେନା, ନୂଆପଡ଼ା- ଉଷା ଚନ୍ଦ୍ରକାର, ପୁରୀ- ନିରୁପମା ପାତ୍ର, ରାଉରକେଲା- ନିରୁପମା ବଳିଆର ସିଂ, ରାୟଗଡ଼ା- ଇପିଲି ନାଗଲକ୍ଷ୍ମୀ, ନବରଙ୍ଗପୁର- ପି ନାଗରତ୍ନମ, ସୁନ୍ଦରଗଡ଼-ସବିତା ଟପୋ, ସମ୍ବଲପୁର- ସୁତପା ମିତ୍ର, ସୋନପୁର- ସୂର୍ଯ୍ୟକାନ୍ତ ବାଗ ଏବଂ ମାଲାକାନାଗିରି- କମଳା ବରାଳଙ୍କୁ ନିଯୁକ୍ତି କରାଯାଇଛି ।

ରାଜ୍ୟ ମହିଳା କଂଗ୍ରେସ କମିଟି ଅନୁମୋଦନ ପାଇଥିବାରୁ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡ଼ା କଂଗ୍ରେସ ସଭାନେତ୍ରୀ ଶ୍ରୀମତା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ, ଅଞ୍ଚଳ ଭାରତ ମିହଳା କଂଗ୍ରେସ କାର୍ଯ୍ୟବାହୀ ସଭାନେତ୍ରୀ ସୁଶ୍ରୀ ଡି ମୌକା ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି।