ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପ

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ବକ୍ସର ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ବକ୍ସର ନିକହତ୍ ଜରିନ୍ ତାଙ୍କର ଅନ୍ତିମ ମ୍ୟାଚ୍ ଜିତିଛନ୍ତି।…