ଅନ୍ତରାଷ୍ଟ୍ରୀୟ ପାକିସ୍ତାନରେ ମହିଳା ଟିଭି ଆଙ୍କରଙ୍କୁ ଗୁଳି କରି ନିର୍ମମ ହତ୍ୟା ଇସଲାମାବାଦ: ପାକିସ୍ତାନର ରାୱଲପିଣ୍ଡି ସହରରେ ଜଣେ କର୍ମଜୀବୀ ମହିଳା ସାମ୍ବାଦିକାଙ୍କୁ ଶୋଇବା ଘର ଭିତରେ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ଜଣକ…