Hockey Worldcup23 ରମାଦେବୀ ମହିଳା ବିଶ୍ୱବିଦ୍ୟାଳରେ, ମହିଳା ହକି ପ୍ରତିଯୋଗିତା ଆରମ୍ଭ ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱର ସମେତ ରାଉରକେଲା ସହରରେ…