ଅପରାଧ କିସିଣ୍ଡାରେ ଚୋରାରେ ମହୁଲ କାରବାର: ୪୨୫ ବସ୍ତା ମହୁଲ ଫୁଲ ଜବତ, ୨ ଗାଡି ସହ ୭ ଗିରଫ କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଅଂଚଳରେ ମହୁଲ ଫୁଲ ଚୋରା ବେପାରିମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଚାଷୀ ମହୁଲ ଫୁଲ ବିକ୍ରି କରିପାରି ନଥିବା…