ଅପରାଧ କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ ଭୁବନେଶ୍ଵର: କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ରାଇକିଆ କରଡ଼ା ନିକଟ ନିତିବାଡ଼ି ଜଙ୍ଗଲରେ ଗୁଇନ୍ଦା ସୂଚନା ଆଧାରରେ ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ…