ମାଗଣା ଅଭଡା

ଭୁବନେଶ୍ବର: ଏଣିକି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମାଗଣାରେ ଅଭଡା ପ୍ରଦାନ କରାଯିବ। ଯେଉଁମାନେ ମହାପ୍ରସାଦ ସାରିବାକୁ ଚାହୁଛନ୍ତି ସେମାନଙ୍କୁ ମାଗଣା ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ଆଇନ…