ମାଗଣା ଟିକା

ଭୁବନେଶ୍ଵର: ବୁଷ୍ଟର ଡୋଜ୍ ଟୀକା ନେବା ପାଇଁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି। ଚଳିତ ମାସ ୩୦ ତାରିଖରେ ମାଗଣା ଟିକା ଅବଧି ଶେଷ ହେଉଛି।…