ଆଜିର ଖବର ତିର୍ତ୍ତୋଲ ଅଂଚଳରେ ଲୋକଙ୍କୁ ଗୋଡେଇ କାମୁଡୁଛନ୍ତି ମାଙ୍କଡ: ୧୦ ଆହତ ୧ ଗୁରୁତର ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅଂଚଳରେ ଏବେ ଆତଙ୍କରାଜ ଚଳାଇଛନ୍ତି ମାଙ୍କଡ। ଲୋକଙ୍କୁ ଦେଖିବାକ୍ଷଣି ଗୋଡେଇ ଗୋଡେଇ କାମୁଡୁଛନ୍ତି ଏହି ମାଙ୍କଡମାନେ। ସୂଚନାନୂଯାୟୀ ଉକ୍ତ ବ୍ଲକ…