ଅପରାଧ ଜଙ୍ଗଲରୁ ମାଙ୍କଡ ମାଂସ ନେଇ ଆସୁଥିବା ଯୁବକକୁ ଗିରଫ କଲା ବନବିଭାଗ କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳିଗଡ ଅଂଚଳରୁ ମାଙ୍କଡ ମାଂସ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ। ବନବିଭାଗ…