ଆଜିର ଖବର ଚାପ କ୍ରୀଡ଼ାରେ ମା’ଭଗବତୀ କାଠି ଠାକୁରାଣୀ, ମାଜଣା ପୁଷ୍କରିଣୀରେ ଆରମ୍ଭହେଲା ମା’ଙ୍କ ପ୍ରସିଦ୍ଧ ଭଉଁରୀ ଯାତ୍ରା ବାଣପୁର: ବାଜା ରୋଶଣୀ, ଘଣ୍ଟ। ଘଣ୍ଟ କାହାଳୀର ଶବ୍ଦ ସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ଆରମ୍ଭ ହେଲା ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ…