ବିଶେଷ ଖବର ଏକମାତ୍ର ଏକଜିଟ୍ ପୋଲ୍ ଯେଉଁଥିରେ ହାରୁଛି ବିଜେପି, ଏସପି ଗଠନ କରୁଛି ସରକାର, ଜାଣନ୍ତୁ ଏହି ଆକଳନ ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ସମସ୍ତ ସାତୋଟି ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଆସନ୍ତାକାଲି ଫଳାଫଳ ଘୋଷଣା ହେବା ପାଇଁ ସମସ୍ତେ ଉତ୍ସାହର ସହିତ…