ମାଟି ବଞ୍ଚାଅ

ନୂଆଦିଲ୍ଲୀ: ପ୍ରଥମରୁ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ଜଣାଇଥିଲେ। “ମାଟି ବଞ୍ଚାଅ” ଆନ୍ଦୋଳନ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦେଶ ଯେତେବେଳେ ଆଜାଦୀ କା…