ଆଜିର ଖବର ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜୀବନୀ ଉପରେ ଲୋକାର୍ପଣ ହେଲା ପୁସ୍ତକ ‘ମାଡିଚାଲ’ ଭୁବନେଶ୍ବର, ଜଟଣୀ ବିଧାୟକ ସୁରେଶ ରାଉତରାୟ 78 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେହି ଉପଲକ୍ଷେ ତାଙ୍କ ଉପରେ ଏକ ପୁସ୍ତକ ଲୋକାର୍ପଣ ହୋଇଛି। ଯାହାର ନାମ…