ଆଜିର ଖବର ନିର୍ବାଚନ ପୂର୍ବରୁ ପାଞ୍ଚ ଜଣ ବିଧାୟକଙ୍କ ଦଳ ଛାଡିବା ବିଜେପି ପାଇଁ ଝଟକା: ମାଣିକ ସରକାର ଅଗରତାଲା: ତ୍ରିପୁରାରେ ଶାସକ ମେଣ୍ଟର ପାଞ୍ଚ ଜଣ ବିଧାୟକ ଅନ୍ୟ ଦଳକୁ ଯିବା ଦ୍ଵାରା ଭାରତୀୟ ଜନତା ପାର୍ଟିକୁ ଝଟକା ଲାଗିବ। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ…