ଅପରାଧ ଚିଲିକାରେ ପୁଣି ମାତିଲେ ପକ୍ଷୀ ଶୀକାରୀ, ୬ ମୃତ ବିଦେଶୀ ପକ୍ଷୀ ସହ ଜଣେ ଗିରଫ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଚିଲିକାରେ ପକ୍ଷୀମାନଙ୍କ ଭୀଡ ଜମିବା ଆରମ୍ଭ ନହେଉଣୁ ଚିଲିକାରେ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି। ବନ୍ୟପ୍ରାଣୀ ବିଭାଗକୁ ଖାତିର ନକରି ଦିନ…