ବିଶେଷ ଖବର ଟିକେଟ କାଟିବା ପାଇଁ ଏହି ତିନିଟି ମାନଦଣ୍ଡ ସ୍ଥିର କରିଛି ବିଜେପି?: ବଦଳିବେ ୩୦ ପ୍ରତିଶତ ପ୍ରାର୍ଥୀ! ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ୧୬୦ଟି ଦୁର୍ବଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେପି । ସେଥିମଧ୍ୟରୁ…